ବେପରୁଆ ବିଏମ୍‌ସି : ଭୁଆସୁଣି ବାୟୋମାଇନିଂ ପ୍ରକଳ୍ପରେ କେଁ

ଭୁବନେଶ୍ବର: ନାନା କଳ୍ପନାଜଳ୍ପନା, ବାଦବିବାଦ ପରେ ଜାନୁଆରି ଶେଷ ସୁଦ୍ଧା ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯୋଜନା ହୋଇଥିଲା। କେବଳ ଯୋଜନା ହୋଇନଥିଲା ବରଂ ଦୁଇଟି ସଂସ୍ଥାଙ୍କ ସହ ଚୁକ୍ତିନାମା କରିଥିଲା ବିଏମ୍‌ସି। ଉଭୟ ସଂସ୍ଥା ମଧ୍ୟ ପ୍ରସ୍ତୁତ ଥିଲେ। ଚଟାପଟ୍‌ କାମ ଆରମ୍ଭ କରିବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ହେଲେ ସେଥିରେ ଏବେ ଉଠିଛି କେଁ। ଯେତିକି ଆବର୍ଜନା ସେଠାରେ ପଡ଼ିଛି ସେତିକି ଆବର୍ଜନାକୁ ପରିଚାଳନା … Continue reading ବେପରୁଆ ବିଏମ୍‌ସି : ଭୁଆସୁଣି ବାୟୋମାଇନିଂ ପ୍ରକଳ୍ପରେ କେଁ